ଅର୍ଥ : ଏଣେ ତେଣେ ଫିଙ୍ଗା ଫୋପଡ଼ା ହୋଇଥିବା ବସ୍ତୁଗୁଡ଼ିକୁ ଏକାଠି କରିବା
ଉଦାହରଣ :
କୃଷକ ଏଣେ ତେଣେ ବିଛେଇ ହୋଇଥିବା ଶସ୍ୟକୁ ଗଦାଉଛି
ସମକକ୍ଷ : ଏକାଠିକରିବା, ଗଦାଇବା, ଗଦେଇବା, ମନ୍ଦେଇବା
ଅନ୍ୟ ଭାଷାରେ ଅନୁବାଦ :
(बिखरी या फैली वस्तुओं को)एक जगह लाना या इकट्ठा करना।
किसान बिखरे अनाज को एकत्रित कर रहा है।Assemble or get together.
Gather some stones.ଅର୍ଥ : ସଂଚିତ ବା ଏକତ୍ରିତ କରିବା
ଉଦାହରଣ :
ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
ସମକକ୍ଷ : ଏକାଠି କରିବା, ସଂଗ୍ରହ କରିବା, ସଞ୍ଚୟ କରିବା
ଅନ୍ୟ ଭାଷାରେ ଅନୁବାଦ :
संचित या एकत्रित करना।
वह घर बनाने के लिए बड़ी मेहनत से एक-एक पैसा जोड़ रहा है।