ଅର୍ଥ : ଯେଉଁବହିରେ ଋଣ ଗ୍ରହୀତାମାନଙ୍କ ନାମ ଓ ଟଙ୍କାର ପରିମାଣ ଲେଖାଯାଇଥାଏ
ଉଦାହରଣ :
ସାହୁକାର କୃଷକକୁ ପାଞ୍ଚଶହ ଟଙ୍କା ଦେଇ ଋଣବହିରେ ନାଁ ଟିପିଲା
ଅନ୍ୟ ଭାଷାରେ ଅନୁବାଦ :
वह बही जिसमें ऋण लेने वालों के नाम और रकमें लिखी होती हैं।
साहूकार ने किसान को पाँच सौ रुपए देकर लहनाबही में टाँक लिया।
लहना बही,
लहनाबही