ଅର୍ଥ : ମନକୁ ପ୍ରସନ୍ନ କରିବାପାଇଁ କୌଣସି କାମ କରିବା
ଉଦାହରଣ :
ଆମେମାନେ ମେଳାରେ ବହୁତ ମନୋରଞ୍ଜନ କଲୁ
ସମକକ୍ଷ : ଆମୋଦ ପ୍ରମୋଦ କରିବା, ମନ ପ୍ରସନ୍ନ କରିବା, ମନୋରଞ୍ଜନ କରିବା
ଅନ୍ୟ ଭାଷାରେ ଅନୁବାଦ :
मन को प्रसन्न करने के लिए कोई काम करना।
हास्य नाटककारों ने हम लोगों का बहुत मनोरंजन किया।