ଅର୍ଥ : କୌଣସି ସ୍ଥାନ, ପଦ, ସଦସ୍ୟତା ଆଦିପାଇଁ ହେଉଥିବା ଏହି ନିର୍ବାଚନ ଯାହା କୌଣସି କାର୍ଯ୍ୟକାଳ ପୂର୍ଣ୍ଣ ହେବାପୂର୍ବରୁ, କୌଣସି ବିଶେଷ କାରଣରୁ କୌଣସି ସ୍ଥାନ ଖାଲି ହେବାରୁ ସେହି ସ୍ଥାନ ପୂରଣପାଇଁ ହୋଇଥାଏ
ଉଦାହରଣ :
ମନ୍ତ୍ରୀଙ୍କ ମୃତ୍ୟୁପରେ ତାଙ୍କ ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
किसी स्थान,पद,सदस्यता आदि के लिए होनेवाला वह निर्वाचन जो किसी सत्र की अवधि पूरी होने से पहले,किसी विशेष कारण से किसी स्थान के रिक्त हो जाने पर उसकी पूर्ति के लिए होता है।
मंत्रीजी की मृत्यु के बाद उनके निर्वाचन क्षेत्र में उपचुनाव कराया गया।