ଅର୍ଥ : ଗୋପୀମାନଙ୍କୁ ସାନ୍ତ୍ୱନା ଦେବାପାଇଁ କୃଷ୍ଣ ନିଜର ଯେଉଁ ପ୍ରସିଦ୍ଧ ସଖାଙ୍କୁ ଦ୍ୱାରକାରୁ ବ୍ରଜକୁ ପଠାଇଥିଲେ
ଉଦାହରଣ :
ଉଦ୍ଧବଙ୍କ ଜ୍ଞାନ ଗୋପୀମାନଙ୍କ ପ୍ରେମ ଆଗରେ ନତ ମସ୍ତକ ହୋଇଗଲା
ସମକକ୍ଷ : ମଧୁପ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being