ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ପଦାର୍ଥ ଜଳିଲେ ଶକ୍ତି ମିଳେ
ଉଦାହରଣ : କିଛି ଖଣିଜ ପଦାର୍ଥକୁ ଇନ୍ଧନ ରୂପରେ ପ୍ରୟୋଗ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वे पदार्थ जिनके जलने से ऊर्जा प्राप्त होती है।
A substance that can be consumed to produce energy.
ଅର୍ଥ : ଜଳାଇବା ନିମନ୍ତେ କାଠ ବା ଘଷିଆଦି
ଉଦାହରଣ : ଜାଳେଣୀ ଭାବେ ଶୁଖିଲା କାଠ ଗ୍ରାମୀଣ ଲୋକଙ୍କର ସବୁଠୁ ମୁଖ୍ୟ ସାଧନ
ସମକକ୍ଷ : ଜାଳେଣୀ
जलाने की लकड़ी या कंडा आदि।
Plant materials and animal waste used as fuel.
ସଂସ୍ଥାପନ କରନ୍ତୁ