ଅର୍ଥ : ଯାହା ଇଚ୍ଛାରେ ପୂର୍ଣ୍ଣହୋଇଛି ବା ଯାହାର ବହୁତ ଇଚ୍ଛା ଅଛି
ଉଦାହରଣ :
ପୌରାଣିକ ଯୁଗରେ ଅଭିଳାଷପୂର୍ଣ୍ଣ ଅସୁର ନିଜର ଇଚ୍ଛାର ପୂର୍ତ୍ତିପାଇଁ ଭଗବାନ ଭୋଳାନାଥଙ୍କୁ ଆରାଧନା କରୁଥିଲେ
ସମକକ୍ଷ : ଅଭିଳାଷ ପୂର୍ଣ୍ଣ, କାମନା ପୂର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
जो इच्छा से पूर्ण हो या जिसे बहुत सारी इच्छाएँ हों।
पौराणिक युग में इच्छापूर्ण असुर अपनी इच्छाओं की पूर्ति के लिए भगवान भोलेनाथ की आराधना करते थे।