ଅର୍ଥ : ଇଚ୍ଛା ବା ସଂକଳ୍ପ ସହିତ
ଉଦାହରଣ :
ମୁଁ ସଂକଳ୍ପପୂର୍ବକ କହୁଛି ଯେ ଏହି କାମ କଲାପରେ ହିଁ ମୁଁ ନିଶ୍ୱାସ ନେବି
ସମକକ୍ଷ : ଦୃଢତାପୂର୍ବକ, ନିଶ୍ଚିତତାପୂର୍ବକ, ନିଶ୍ଚୟପୂର୍ବକ, ସଂକଳ୍ପପୂର୍ବକ
ଅନ୍ୟ ଭାଷାରେ ଅନୁବାଦ :
पक्के इरादे या संकल्प के साथ।
मैं दृढ़तापूर्वक कहता हूँ कि यह काम कर के ही दम लूँगा।With resolute determination.
We firmly believed it.