ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଟାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଟାଇ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର କପୋତ ପକ୍ଷୀ

ଉଦାହରଣ : ସେ ହ୍ରଦ କୂଳରେ ଛିଡା ହୋଇ ଇଂଟାଇ ପକ୍ଷୀର ଗତିବିଧିକୁ ବଡ ଧ୍ୟାନ ସହକାରେ ଦେଖୁଥିଲା

ସମକକ୍ଷ : ଇଂଟାଇ ପକ୍ଷୀ, ଇଣ୍ଟାଇ, ଇଣ୍ଟାଇ ପକ୍ଷୀ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का पंडुक पक्षी।

वह झील के किनारे खड़े होकर इंटाई की गतिविधियों को बड़े ध्यान से देख रहा है।
इँटाई, इंटाई