ଅର୍ଥ : ପିଲାଙ୍କୁ ଦେଖାଶୁଣା କରୁଥିବା ସ୍ତ୍ରୀ
ଉଦାହରଣ :
ଚାକିରିଆ ସ୍ତ୍ରୀଲୋକମାନେ ନିଜ ପିଲାମାନଙ୍କୁ ଦେଖାଶୁଣା କରିବାପାଇଁ ଆୟା ରଖୁଛନ୍ତି
ସମକକ୍ଷ :
ଧାଈ
ଅନ୍ୟ ଭାଷାରେ ଅନୁବାଦ :
बच्चे की देखभाल करने व खेलाने वाली दासी।
कामकाजी महिलाएँ अपने बच्चों की देख-रेख के लिए दाई रख लेती हैं।
दाई