ଅର୍ଥ : ଚାରି ଆଶ୍ରମରୁ କାହାରି ସହିତ ସମ୍ବନ୍ଧ ରଖିନଥିବା ବ୍ୟକ୍ତି
ଉଦାହରଣ :
ପୂର୍ବ କାଳରେ ଅଣାଶ୍ରମୀ ଲୋକମାନଙ୍କୁ ସଭ୍ୟ ବୋଲି ଗଣନା କରାଯାଉନଥିଲା
ସମକକ୍ଷ :
ଅଣାଶ୍ରମୀ, ଅନାଶ୍ରମୀ
ଅନ୍ୟ ଭାଷାରେ ଅନୁବାଦ :
चारों आश्रमों में से किसी से संबंध न रखने वाला।
पूर्व काल में अनाश्रमी लोगों को सभ्य नहीं माना जाता था।
अनाश्रमी,
आश्रमहीन