ଅର୍ଥ : ତେର ହଜାର ଫୁଟ ମୋଟା ବରଫ ଗଦା ହୋଇଥିବା ପୃଥିବୀର ଦକ୍ଷିଣ ମେରୁର ଅତ୍ୟଧିକ ଥଣ୍ଡା ମହାଦ୍ବୀପ
ଉଦାହରଣ :
ଆଣ୍ଟାର୍ଟିକା ମହାଦ୍ବୀପ ଅଷ୍ଟ୍ରେଲିଆର ଦୁଇଗୁଣ ବଡ
ସମକକ୍ଷ : ଆଂଟାର୍ଟିକା, ଆଂଟାର୍ଟିକା ମହାଦ୍ବୀପ, ଆଣ୍ଟାର୍ଟିକା, ଆଣ୍ଟାର୍ଟିକା ମହାଦେଶ, ଆଣ୍ଟାର୍ଟିକା ମହାଦ୍ବୀପ
ଅନ୍ୟ ଭାଷାରେ ଅନୁବାଦ :
पृथ्वी के दक्षिण ध्रुव का अत्यधिक ठंडा महाद्वीप जहाँ तेरह हज़ार फुट मोटा बर्फ जमा है।
अंटार्कटिका आस्ट्रेलिया से दुगुना बड़ा है।