ଅର୍ଥ : ମହତ୍ୱହୀନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ମହତ୍ୱହୀନତା କାରଣରୁ ସମାଜରେ ତାଙ୍କୁ କେହି ପଚାରୁ ନାହାଁନ୍ତି
ସମକକ୍ଷ : ବେମହତି, ମହତ୍ୱହୀନତା, ମହିମାହୀନତା
ଅନ୍ୟ ଭାଷାରେ ଅନୁବାଦ :
महत्वहीन होने की अवस्था या भाव।
महत्वहीनता के कारण समाज में उसकी कोई पूछ नहीं है।The quality of not being important or worthy of note.
unimportance