ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ମିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ମିତା   ବିଶେଷ୍ୟ

ଅର୍ଥ : ମୁଁ ଅଛି ବା ମୁଁ କରୁଛିର ଭାବନା

ଉଦାହରଣ : ଅହଂକୁ ତ୍ୟାଗକରିହିଁ ମୋକ୍ଷ୍ୟକୁ ପାଇହେବ

ସମକକ୍ଷ : ଅହଂ, ଅହଂତତ୍ତ୍ୱ, ଅହଂଭାବ


ଅନ୍ୟ ଭାଷାରେ ଅନୁବାଦ :

मनुष्य में होनेवाला यह ज्ञान या धारणा कि मैं हूँ या मैं करता हूँ तथा मेरी औरों से पृथक एवं स्वतंत्र सत्ता है।

अहं को त्यागकर ही मोक्ष पाया जा सकता है।
अस्मिता, अहं, अहं तत्व, अहंभाव, आत्म तत्व, मैं भाव

An inflated feeling of pride in your superiority to others.

ego, egotism, self-importance

ଅର୍ଥ : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ

ଉଦାହରଣ : ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ

ସମକକ୍ଷ : ବିମୋହ, ମମତା, ମାୟା, ମୋହ


ଅନ୍ୟ ଭାଷାରେ ଅନୁବାଦ :

ईश्वर का ध्यान छोड़कर शरीर और सांसारिक पदार्थों को अपना सर्वस्व समझने की क्रिया या भाव।

संत लोग मोह में नहीं पड़ते।
अस्मिता, ममता, मोह, विमोह, व्यामोह

A feeling of great liking for something wonderful and unusual.

captivation, enchantment, enthrallment, fascination

ଅର୍ଥ : ସ୍ବ-ଅସ୍ତିତ୍ବକୁ ମହତ୍ତ୍ବପୂର୍ଣ୍ଣ ବିଚାରିବାର ଭାବ

ଉଦାହରଣ : ଏହି ଆନ୍ଦୋଲନ ଯୋଗୁଁ ଲୋକଙ୍କ ଅସ୍ମିତା ଜାଗ୍ରତ ହୋଇଗଲା

ସମକକ୍ଷ : ପରିଚିତି-ବୋଧ


ଅନ୍ୟ ଭାଷାରେ ଅନୁବାଦ :

स्व-अस्तित्व के महत्त्वपूर्ण होने का भाव या अवस्था।

इस आन्दोलन के कारण यहाँ के लोगों की अस्मिता जागृत हो गई।
अस्मिता

Your consciousness of your own identity.

ego, self

ଅର୍ଥ : ଯୋଗଶାସ୍ତ୍ର ଅନୁସାରେ ପଞ୍ଚକଳଶରୁ ଗୋଟିଏ

ଉଦାହରଣ : ଆତ୍ମା ଏବଂ ଚିତ୍ତ ଏକାନ୍ତଭାବରେ ଭିନ୍ନ- ଏହାକୁ ମାନିନେବାକୁ ହିଁ ଅସ୍ମିତା କୁହାଯାଏ


ଅନ୍ୟ ଭାଷାରେ ଅନୁବାଦ :

योगशास्त्र के अनुसार पंच क्लेशों में से एक।

आत्मा और चित्त नितांत भिन्न हैं इन्हें एक मान लेना ही अस्मिता है।
अस्मिता