ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ କନାକୁ କୌଣସି ବସ୍ତ୍ର ତଳେ ଲଗାଯାଏ
ଉଦାହରଣ : ଏହି କୋଟ୍ରେ ଲାଗିଥିବା ଅସ୍ତର ଫାଟିଯାଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह कपड़ा जो किसी वस्त्र के नीचे लगा रहता है।
A piece of cloth that is used as the inside surface of a garment.
ଅର୍ଥ : ତଳ ରଙ୍ଗ ଉପରେ ପିଆଇ ଦିଆଯାଉଥିବା ରଙ୍ଗ
ଉଦାହରଣ : ଅସ୍ତରକୁ ଏପରି ଲଗାଅ ଯେପରି ତଳ ରଙ୍ଗ ଲୁଚିଯିବ
ଅନ୍ୟ ଭାଷାରେ ଅନୁବାଦ :हिन्दी
नीचे के रंग के ऊपर चढ़ाया जाने वाला रंग।
ଅର୍ଥ : ପିନ୍ଧୁଥିବା ପୋଷାକ ତଳେ ଲଗାଯାଇଥିବା ଅସ୍ତର
ଉଦାହରଣ : ଏହି ଫ୍ରକରେ ସୁତାର ଅସ୍ତର ଲଗାହୋଇଛି
पहनने के कपड़े के नीचे का अस्तर।
ଅର୍ଥ : ପଗଡ଼ି ତଳର କନା
ଉଦାହରଣ : ଏହି ପଗଡ଼ିର ଅସ୍ତର ରେଶମୀ
पगड़ी के नीचे का कपड़ा।
ସଂସ୍ଥାପନ କରନ୍ତୁ