ଅର୍ଥ : କେଶବଙ୍କ ଅନୁଯାୟୀ ଗୋଟିଏ ଅର୍ଥାଳଙ୍କାର
ଉଦାହରଣ :
ଅସୀମ ସାଧନରେ ହିଁ ସାଧକ ସିଦ୍ଧିର ଫଳ ଭୋଗ କରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ସୀମା ନାହିଁ
ଉଦାହରଣ :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
ସମକକ୍ଷ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମିତ, ସୀମାହୀନ
ଅନ୍ୟ ଭାଷାରେ ଅନୁବାଦ :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।ଅର୍ଥ : ଖୁବ୍ ବେଶୀ
ଉଦାହରଣ :
ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି ସେ ତୁମକୁ ଖୁବ୍ ଭଲ ପାଉଛି
ସମକକ୍ଷ : ଅଗଣତି, ଅତ୍ୟଧିକ, ଖୁବ୍, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ
ଅନ୍ୟ ଭାଷାରେ ଅନୁବାଦ :
बहुत अधिक।
सेठ मुरालीलाल के पास अत्यधिक धन है।ଅର୍ଥ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
ଉଦାହରଣ :
ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
ଉଦାହରଣ :
ସୃଷ୍ଟି ଅମାପ ସମ୍ପଦର ଖଣି
ସମକକ୍ଷ : ଅପରିମିତ, ଅପର୍ଯ୍ୟାପ୍ତ, ଅମାପ
ଅନ୍ୟ ଭାଷାରେ ଅନୁବାଦ :
Impossible to measure.
Unmeasurable reaches of outer space.