ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାନ୍ଦିବା କ୍ରିୟା
ଉଦାହରଣ : ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
ସମକକ୍ଷ : କାନ୍ଦ, କାନ୍ଦଣା, କ୍ରନ୍ଦନ, ରୋଦନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
रोने की क्रिया।
The process of shedding tears (usually accompanied by sobs or other inarticulate sounds).
ଅର୍ଥ : ଆଖିରୁ ଲୁହ ବୋହିବା
ଉଦାହରଣ : ପିଆଜ କାଟିଲାବେଳେ ଆଖିରୁ ଲୁହ ଝରେ
ସମକକ୍ଷ : ଲୁହଝରେ, ଲୁହବୋହିବା
आँखों से आँसू गिरना।
Fill with tears or shed tears.
ସଂସ୍ଥାପନ କରନ୍ତୁ