ଅର୍ଥ : ଶୋକ ଦୂର କରୁଥିବା ସୁନ୍ଦର ବଗିଚା
ଉଦାହରଣ :
ଆଜି ଆମ ସମସ୍ତଙ୍କୁ ଅଶୋକ ଉଦ୍ୟାନ ଖୋଜିବାକୁ ଅଛି
ସମକକ୍ଷ : ଅଶୋକ, ଅଶୋକ ବାଟିକା
ଅର୍ଥ : ଅଶୋକ ବୃକ୍ଷ ଯେଉଁ ବଗିଚାରେ ଲଗା ଯାଇଥାଏ
ଉଦାହରଣ :
ଯାତ୍ରୀଗଣ ଅଶୋକ ଉଦ୍ୟାନରେ ବିଶ୍ରାମ କରୁଛନ୍ତି
ସମକକ୍ଷ : ଅଶୋକ ଉଦ୍ୟାନ, ଅଶୋକ ବାଟିକା
ଅନ୍ୟ ଭାଷାରେ ଅନୁବାଦ :
वह बगीचा जिसमें अशोक वृक्ष लगे हों।
यात्री अशोक वाटिका में विश्राम कर रहे हैं।A plot of ground where plants are cultivated.
garden