ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ନଦୀ
ଉଦାହରଣ : ରାମକୁଣ୍ଡଠାରେ ହିଁ ଅରୁଣା ନଦୀର ଧାର ଗୋଦାବରୀ ସହ ମିଶିଛି
ସମକକ୍ଷ : ଅରୁଣା ନଦୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक नदी।
A large natural stream of water (larger than a creek).
ଅର୍ଥ : ଲାଲରଙ୍ଗର ଗାଈ
ଉଦାହରଣ : ଗଉଡ଼ ଭଲଭାବେ ଅରୁଣାର ଦେଖାଶୁଣା କରେ
लाल गाय।
Female of domestic cattle:.
ଅର୍ଥ : ହିମାଳୟ ଅଞ୍ଚଳରେ ହେଉଥିବା ଏକ ଗଛ
ଉଦାହରଣ : ଅତୀସ ଗଛରୁ ଔଷଧ ତିଆରି ହୁଏ
ସମକକ୍ଷ : ଅତୀସ, ଅମୃତ, ଶ୍ୱେତକନ୍ଦା
ଅନ୍ୟ ଭାଷାରେ ଅନୁବାଦ :हिन्दी
हिमालय के अंचल में होने वाला एक पौधा।
ସଂସ୍ଥାପନ କରନ୍ତୁ