ଅର୍ଥ : ଯେଉଁ ଧନ ବା ଶସ୍ୟ କୌଣସି ଦେବତାଙ୍କ ପୂଜାପାଇଁ ଅଲଗା ରଖାଯାଇଥାଏ
ଉଦାହରଣ :
ଯଜମାନ ପଣ୍ଡିତଙ୍କ ଘରେ ଅମୁଣିଆଁ ପହଞ୍ଚେଇଦେଲା
ସମକକ୍ଷ :
ଅମଣିଆଁ
ଅନ୍ୟ ଭାଷାରେ ଅନୁବାଦ :
वह धन या अन्न जो किसी देवता की पूजा के लिए अलग रखा जाय।
यजमान ने उठौनी को पंडित के घर पहुँचवाया।
उठावनी,
उठौनी