ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇହଲୋକରେ ଖରାପ ବିଚାର କରାଯାଉଥିବା ଓ ପରଲୋକରେ ଅଶୁଭ ଫଳ ଦେବା କର୍ମ
ଉଦାହରଣ : ମିଛ କହିବା ମହାପାପ
ସମକକ୍ଷ : ଅଧର୍ମ, ଅନ୍ୟାୟ, କଳୁଷ, ଦୁଷ୍କୃତି, ପାତକ, ପାପ, ମନ୍ଦକର୍ମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
इस लोक में बुरा माना जाने वाला और परलोक में अशुभ फल देने वाला कर्म।
An act that is regarded by theologians as a transgression of God's will.
ଅର୍ଥ : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ଉଦାହରଣ : କାହାରି କ୍ଷତି କରନାହିଁ
ସମକକ୍ଷ : ଅକଲ୍ୟାଣ, ଅପକାର, ଅହିତ, କ୍ଷତି, ନୋକସାନ, ଲୋକସାନ, ହାନି
उपकार के विपरीत काम या अनुचित या बुरा काम।
A damage or loss.
ଅର୍ଥ : ଯେଉଁଥିରେ କଲ୍ୟାଣ ବା ମଙ୍ଗଳ ହୁଏନାହିଁ
ଉଦାହରଣ : ତୁମର ଏହି କାମରେ ସମସ୍ତଙ୍କର ଅମଙ୍ଗଳ ହିଁ ହେବ
ସମକକ୍ଷ : ଅକଲ୍ୟାଣ, ଅନିଷ୍ଟ, ଅହିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जिससे किसी का कल्याण, मंगल या हित न हो।
ଅର୍ଥ : ଯାହା ଶୁଭ ନୁହେଁ
ଉଦାହରଣ : ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ
ସମକକ୍ଷ : ଅନିଷ୍ଟ, ଅରିଷ୍ଟ, ଅଶୁଭ
जो शुभ न हो।
Marked by or promising bad fortune.
ସଂସ୍ଥାପନ କରନ୍ତୁ