ଅର୍ଥ : ପୂର୍ଣ୍ଣ ରୂପରେ ବିକଶିତ ବା ଭଲ ଭାବରେ ବିସ୍ତାରିତ
ଉଦାହରଣ :
ପ୍ରସ୍ଫୁଟିତ ଫୁଲ ବଗିଚାର ଶୋଭାକୁ ବହୁଗୁଣିତ ବଢ଼ାଉଛି
ସମକକ୍ଷ : ପୂର୍ଣ୍ଣ ପ୍ରକାଶିତ, ପୂର୍ଣ୍ଣ ବିକଶିତ, ପ୍ରସ୍ଫୁଟ, ପ୍ରସ୍ଫୁଟିତ
ଅନ୍ୟ ଭାଷାରେ ଅନୁବାଦ :
पूर्ण रूप से विकसित या अच्छी तरह खिला हुआ।
अभिस्फुरित पुष्पों से बाग़ की शोभा चौगुनी बढ़ गई है।