ଅର୍ଥ : ଯେଉଁ ବ୍ୟକ୍ତି ବିଶ୍ୱାସ ପାତ୍ର ନୁହେଁ
ଉଦାହରଣ :
ଆଧୁନିକ ଯୁଗରେ ଅବିଶ୍ୱାସୀକୁ ଚିହ୍ନିବା କଷ୍ଟକର
ସମକକ୍ଷ : ଅବିଶ୍ୱାସ ପାତ୍ର, ଅବିଶ୍ୱାସୀ ବ୍ୟକ୍ତି, ବିଶ୍ୱାସହୀନ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो विश्वास का पात्र न हो।
आधुनिक युग में अविश्वासपात्र की पहचान मुश्किल है।ଅର୍ଥ : ଯାହାର ବିଶ୍ୱାସ ନାହିଁ ବା ଯେ କାହାରିକୁ ବିଶ୍ୱାସ କରେ ନାହିଁ
ଉଦାହରଣ :
ତାଙ୍କୁ ବୁଝାଇବାରେ କିଛି ଲାଭନାହିଁ, ସେ ଜଣେ ଅବିଶ୍ୱାସୀ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :