ଅର୍ଥ : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ
ଉଦାହରଣ :
ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା
ସମକକ୍ଷ :
ଅପଥ, କୁପଥ, କୁମାର୍ଗ, ବିପଥ
ଅନ୍ୟ ଭାଷାରେ ଅନୁବାଦ :
न चलने योग्य मार्ग अथवा विकट या बीहड़ मार्ग।
अपथ पर चलते हुए उन्हें बहुत कठिनाइयों का सामना करना पड़ा।
अपथ