ଅର୍ଥ : ଭାତରୁ ବାହାରୁଥିବା ରସ ବା ଭାତରେ ତିଆରି ହେଉଥିବା ମଦ
ଉଦାହରଣ :
ବସ୍ତରର ଆଦିବାସୀ ଚାଉଳର ଅନ୍ନମଳ ସେବନ କରନ୍ତି
ସମକକ୍ଷ :
ଅନ୍ନମଳ, ଚାଉଳି ମଦ
ଅନ୍ୟ ଭାଷାରେ ଅନୁବାଦ :
अन्न से निकला रस या अन्न से बनी शराब।
बस्तर के आदिवासी चावल के अन्नमल का सेवन करते हैं।
अन्न-मल,
अन्नमल