ଅର୍ଥ : କୌଣସି ବର୍ଗ ବା ସମାଜର ଭିତରେ ଭିତରେ ବିସ୍ତାର ଲାଭ କରୁଥିବା ଏଭଳି ଧାରଣା ବା ବିଚାର ଯାହାର ଠିକଣା ସାଧାରଣତଃ ଉପର ସ୍ତରରେ ଜଣା ପଡ଼େ ନାହିଁ
ଉଦାହରଣ :
କୌଣସି ସମାଜରେ ବିସ୍ତାର ଲାଭ କରୁଥିବା ଅନ୍ତର୍ଧାରାକୁ ବୁଝିବା କଠିନ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
किसी वर्ग या समाज में अंदर ही अंदर फैली हुई ऐसी धारणा या विचार जिसका पता साधारणतः ऊपर से न चलता हो।
किसी समाज में फैली अंतर्धारा को समझना कठिन होता है।ଅର୍ଥ : ନଦୀ, ସମୁଦ୍ର ଆଦିରେ ଜଳର ଉପରସ୍ତରର ତଳେ ବହୁଥିବା ଧାରା
ଉଦାହରଣ :
କାଠଗଣ୍ଡିଟି ଅନ୍ତର୍ଧାରାସହିତ ଭାସୁଛି
ଅନ୍ୟ ଭାଷାରେ ଅନୁବାଦ :
नदी,समुद्र आदि में पानी की ऊपरी सतह से नीचे बहनेवाली धारा।
लकड़ी अंतर्धारा के साथ-साथ बह रही है।