ଅର୍ଥ : ଏଭଳି ମାନସିକତା ଯାହାର ବାହ୍ୟ ପ୍ରତିକ୍ରିୟା ନଥାଇ ମଧ୍ୟ ସୁଖ-ଦୁଃଖକୁ ଅନୁଭବ କରିହୁଏ
ଉଦାହରଣ :
ବେଳେବେଳେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଅନୁଭୂତି ମିଳିଯାଏ ମୃତ ଶରୀର ଅନୁଭୂତି ଶୂନ୍ୟ ହୋଇଥାଏ
ସମକକ୍ଷ : ଅନୁଭବ
ଅନ୍ୟ ଭାଷାରେ ଅନୁବାଦ :
An unelaborated elementary awareness of stimulation.
A sensation of touch.