ଅର୍ଥ : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି
ଉଦାହରଣ :
ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ
ସମକକ୍ଷ : ପ୍ରତ୍ୟକ୍ଷଦର୍ଶୀ
ଅନ୍ୟ ଭାଷାରେ ଅନୁବାଦ :
जिसने कोई घटना अपनी आँखों से देखी हो।
अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।ଅର୍ଥ : ଯିଏ ଭୋଗ କରିସାରିଛି ବା ଭୋଗକାରୀ
ଉଦାହରଣ :
ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ
ଅନ୍ୟ ଭାଷାରେ ଅନୁବାଦ :
Having experience. Having knowledge or skill from observation or participation.
experienced, experientଅର୍ଥ : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ଉଦାହରଣ :
ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
ସମକକ୍ଷ : ଜଣାଶୁଣା
ଅନ୍ୟ ଭାଷାରେ ଅନୁବାଦ :
Having experience. Having knowledge or skill from observation or participation.
experienced, experientଅର୍ଥ : ଯାହାପାଖରେ ଅନୁଭବ କରିବାର ଶକ୍ତି ଥାଏ
ଉଦାହରଣ :
ଶ୍ୟାମ ପିଲାଦିନରୁ ହିଁ ଅନୁଭବୀ
ଅନ୍ୟ ଭାଷାରେ ଅନୁବାଦ :