ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଡେରିରେ କର୍ତବ୍ୟ ପାଳନ
ଉଦାହରଣ : ଅନୁକର୍ଷରୁ ରକ୍ଷା ମିଳିଲେ ହିଁ ଭଲ ହେବ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कर्तव्य का देर से पालन।
The act of delaying. Inactivity resulting in something being put off until a later time.
ଅର୍ଥ : ଶଗଡ଼ ବା ରଥର ନିମ୍ନ ଭାଗ
ଉଦାହରଣ : ଶଗଡ଼ର ଚକ ଅନୁକର୍ଷର ପ୍ରାୟ ପାଖାପାଖି ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
गाड़ी या रथ के नीचे का भाग या तला।
ଅର୍ଥ : ଦେବତାଙ୍କର ଆବାହନ
ଉଦାହରଣ : ପୂଜା ପୂର୍ବରୁ ଅନୁକର୍ଷ ଆବଶ୍ୟକ ହୋଇଥାଏ
ସମକକ୍ଷ : ଅନୁକର୍ଷଣ
देवता का आवाहन।
ସଂସ୍ଥାପନ କରନ୍ତୁ