ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ
ଉଦାହରଣ : ଦୟା ଏକ ସାତ୍ତ୍ୱିକ ଭାବନା
ସମକକ୍ଷ : ଅନୁଗ୍ରହ, କରୁଣା, କୃପା, ଦୟା, ମେହେରବାନି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह मनोवेग जो दूसरे का दुख देखकर उत्पन्न होता है।
A deep awareness of and sympathy for another's suffering.
ଅର୍ଥ : ଅନୁକମ୍ପା କିମ୍ବା ଦୟା କରିବାର କ୍ରିୟା
ଉଦାହରଣ : ସମସ୍ତଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ହିଁ ଆମର ଧର୍ମ
ସମକକ୍ଷ : କରୁଣା, ଦୟା, ସହାନୁଭୂତି
अनुकंपा या दया करने की क्रिया।
A kind act.
ସଂସ୍ଥାପନ କରନ୍ତୁ