ଅର୍ଥ : ଯେଉଁଥିରେ ଦ୍ୱିଧା ଅଛି ବା ଯେଉଁଥିରେ ଦ୍ୱିଧା ସୃଷ୍ଟି ହୁଏ
ଉଦାହରଣ :
ଆପଣ ଦ୍ୱିଧାଜନକ କଥା କହୁଛନ୍ତି କାହିଁକି? ଏହା ଦ୍ୱିଧାଜନକ,ସେ ଆସିପାରେ ନଆସି ବି ପାରେ
ଅନ୍ୟ ଭାଷାରେ ଅନୁବାଦ :
जिसमें दुविधा हो या जिससे दुविधा उत्पन्न हो।
आप दुविधाजनक स्थिति में फँसे हैं।Causing confusion or disorientation.
A confusing jumble of road signs.