ଅର୍ଥ : ନିମ୍ନବର୍ଗ ବା ଗୋଷ୍ଠୀକୁ ନିର୍ଦ୍ଦିଷ୍ଟ କରୁଥିବା ଅର୍ଥଗତ ସମ୍ବନ୍ଧ
ଉଦାହରଣ :
ସିଂହ,ଚିତାବାଘ ଆଦି ପଶୁ- ଏଥିରେ ପଶୁର ସିଂହ ଓ ଚିତାବାଘସହ ସମ୍ବନ୍ଧ ହେଉଛି ଅଧୋବାଚୀ
ଅନ୍ୟ ଭାଷାରେ ଅନୁବାଦ :
The semantic relation of being subordinate or belonging to a lower rank or class.
hyponymy, subordination