ଅର୍ଥ : ଯିଏ ପାପ କରେ ବା ପାପ କରିବା ଲୋକ
ଉଦାହରଣ :
ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛିଯେ ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ, ସେତେବେଳେ ପ୍ରଭୁ ଅବତାର ନେଇ ପାପୀମାନଙ୍କୁ ସଂହାର କରିଦିଅନ୍ତି
ସମକକ୍ଷ : ଅଧାର୍ମିକ, ଅନାଚାରୀ, ଅସାଧୁ, ପାତକୀ, ପାପାଚାରୀ, ପାପାତ୍ମା, ପାପୀ, ପାମର, ମ୍ଳେଚ୍ଛ
ଅନ୍ୟ ଭାଷାରେ ଅନୁବାଦ :
जो पाप करता हो या पाप करने वाला।
धार्मिक ग्रंथों में वर्णित है कि जब-जब पृथ्वी पर पाप बढ़ता है,तब-तब प्रभु अवतार लेकर पापी व्यक्तियों का संहार कर देते हैं।