ଅର୍ଥ : କାହାରି ବଣ୍ଟନକରିବା ସମୟରେ ତାହାର କିଛି ମାତ୍ରାର ଆବଣ୍ଟନ
ଉଦାହରଣ :
ସରକାରଙ୍କଦ୍ୱାରା ଅନୁର୍ବର ଜମିର ଅଂଶ ବିଭାଜନ କରାଯାଉଛି
ସମକକ୍ଷ : ଅଂଶ ଆବଣ୍ଟନ
ଅନ୍ୟ ଭାଷାରେ ଅନୁବାଦ :
* किसी का बँटवारा करके उसके किसी मात्रा का आवंटन।
सरकार द्वारा परती भूमि का अंश-आवंटन किया जा रहा है।